Jump to content

ତୋଷମନ

ଉଇକିଅଭିଧାନ‌ରୁ

ତୋଷମନ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ତୋଷ+ ମନସ୍; ତୃଷ୍ଟମନାଃ)

[ସମ୍ପାଦନା]

ସନ୍ତୁଷ୍ଟ — Satisfied; pleased.

ତାହା ଜାଣି ପାରି ହୋଇଲେ ତୋଷମନ—କୃଷ୍ଣସିଂହ, ମହାଭାରତ. ଆଦି