ତୋଷାଖାନା
ଦେଖଣା
ତୋଷାଖାନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ତୋଷାଖାନା—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ତୋଷାଖାନା;)
[ସମ୍ପାଦନା]- ୧. ଯେଉଁ ଘରେ ରାଜା ଆଦିଙ୍କ ପୋଷାକପତ୍ର ଓ ଅଳଙ୍କାରାଦି ରହେ — ୧. Ward-robe of a Raja; a room where a Raja's dress and ornaments are kept,
- ୨. ଧନାଗାର; ଭଣ୍ଡାର — ୨. A store room.
[ଦ୍ରଷ୍ଟବ୍ୟ —ଫାର୍ସୀରେ ତୋଷା ଶବ୍ଦର ଅର୍ଥ ବାଟରେ ଖାଇବା ପାଇଁ ଯାତ୍ରୀ ଆପଣା ସାଙ୍ଗରେ ଯେଉଁ ଖାଦ୍ୟ ଦ୍ରବ୍ୟ (victuals) ସାଙ୍ଗରେ ନେଇଥାଏ]