Jump to content

ତୋଷାମତିଆ

ଉଇକିଅଭିଧାନ‌ରୁ

ତୋଷାମତିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ତୋଷାମୋତିଆ, ତୋଷାମୋଦିଆଅନ୍ୟରୂପ

ବୈଦେଶିକ - ବିଶେଷଣ - (ଫାରାସୀ - ଖୁସ୍ଆମୋଦୀ)

[ସମ୍ପାଦନା]
୧. ଚାଟୁକାର — ୧. Flattering (person).
୨. ଚାଟୁପ୍ରିୟ — ୨. Fond of being flattered.
୩. ଚାଟୁପୂର୍ଣ୍ଣ (ବାକ୍ୟ) —୩. Flattering (words)

ବିଶେଷ୍ୟ -

[ସମ୍ପାଦନା]

ଚାଟୁକାରୀ ବ୍ୟକ୍ତି —A flatterer.