Jump to content

ତୋଷାମଦ

ଉଇକିଅଭିଧାନ‌ରୁ

ତୋଷାମଦ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ତୋଷାମୋତ, ତୋଷାମୋଦଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଖୁବ୍ ଆମଦ; ତୁଳ. ସଂସ୍କୃତ - ତୋଷ +ଆମୋଦ)

[ସମ୍ପାଦନା]
୧. ଖୁସାମତ; ଖୋସାମଦ; ଅନ୍ୟର ମନ ଜଗେଇବା; ମନରଖା; ଚାଟୁକ୍ତି — ୧. Flattery.
୨. ଚାଟୁକ୍ତି; ପରର ମନଜଗା କଥା — ୨. Flattering words