Jump to content

ତୋଷାଲି

ଉଇକିଅଭିଧାନ‌ରୁ

ତୋଷାଲି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ପ୍ରାଚୀନ ଉତ୍କଳର ରାଜଧାନୀବିଶେଷ — Name of the capital of ancient Utkal (Orissa) from the ୪th B. C. to the ୧୫th century A. D.

[ଦ୍ରଷ୍ଟବ୍ୟ —ଏହା ଖ୍ରୀଷ୍ଟପୂର୍ବ ୪ରୁ ୧୫: ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବିଖ୍ୟାତ ଥିଲା ଏହା ଧଉଳି ପାହାଡ଼ ଓ ଖଣ୍ଡଗିରି ପାହାଡ଼ ଏବଂ ଭୁବନେଶ୍ୱରର ନିକଟବର୍ତ୍ତୀ ଥିଲା ଏହା ପ୍ରାଚୀନ ଉତ୍କଳର ସମୃଦ୍ଧିଶାଳୀ ରାଜଧାନୀ ଥିଲା ଅଶୋକ କଳିଙ୍ଗ ଜୟ କରିବା ପରେ ତୋଷାଲିରେ ତାଙ୍କର ଗୋଟିଏ ପୁତ୍ରକୁ ଶାସନକର୍ତ୍ତା ନିଯୁକ୍ତ କରିଥିଲେ—(ପୁରୀ ଡିଷ୍ଟ୍ରିକ୍ଟ ଗେଜେଟିଅର ଓ କୃପାସିନ୍ଧୁ ଉତ୍କଳ ଇତିହାସ)]