ତୋଷିବା
ଦେଖଣା
ତୋଷିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - (ପଦ୍ୟ) କ୍ରି.—(ସଂସ୍କୃତ - ତୋଷି ଧାତୁ)
[ସମ୍ପାଦନା]- ୧. ସନ୍ତୁଷ୍ଟ କରିବା —To gratify to please.
ତୋ ଶ୍ରବଣ ତୋଷିବା ରମ୍ୟ ଶିଞ୍ଜିତ; ବୀଣାଝଙ୍କାରଗଞ୍ଜି ମଧୁ ସଙ୍ଗୀତ ରାଧାନାଥ ମେଘଦୂତ
- ୨. (ସଂସ୍କୃତ - ତୁଷ୍ ଧାତୁ)—ତୁଷ୍ଟ ହେବା — ୨. To be pleased or gratified.
ଯେ ଯାହା ସୁଖେ ପୟ ନେଲେ ସର୍ବେ ତୋଷିଲେ ମହୀସ୍ଥଳେ ଜଗନ୍ନାଥ. ଭାଗବତ