ତୋଷୀ
ଦେଖଣା
ତୋଷୀ
ଉଚ୍ଚାରଣ
[ସମ୍ପାଦନା](ତୋଷିଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ତୁଷ୍ ଧାତୁ=ସନ୍ତୁଷ୍ଟ ହେବା+କର୍ତ୍ତୃ. ଇନ୍; ୧ମା. ୧ବ)
[ସମ୍ପାଦନା]କୃଷ୍ଣ; ସନ୍ତୁଷ୍ଟ; ଆନନ୍ଦିତ — Pleased; delighted.
ପୂର୍ବରେ କେଉଁ କବିମାନେ ହୋଇ ତୋଷି ଏ ମହାଭାରତକୁ କହିଥିଲେ ବସି କୃଷ୍ଣସିଂହ. ମହାଭାରତ. ଆଦି
- ୨. (ତୁଷ୍ ଧାତୁ ଣିଜନ୍ତ ତୋଷି ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ.) ଯେ ଅନ୍ୟକୁ ତୁଷ୍ଟ କରାଏ — ୨. Satisfying; pleasing (person).
- ୩. ସନ୍ତୋଷଜନକ; ସନ୍ତୋଷପ୍ରଦ — ୩. Satisfactory (matter).