ତୋହମତ୍
ଦେଖଣା
ତୋହମତ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ତୋହମତ୍)
[ସମ୍ପାଦନା]- ୧. ମିଥ୍ୟା ଅଭିଯୋଗ — ୧. False charge against a person.
- ୨. ମିଥ୍ୟା ଅପବାଦ; ମିଥ୍ୟା କଳଙ୍କ — ୨. False imputation or scandal.
ବିଶେଷଣ -
[ସମ୍ପାଦନା]ମିଥ୍ୟା ଅପବାଦଯୁକ୍ତ —False and defamatory; scandalous.
କ୍ରି.ବିଶେଷଣ -
[ସମ୍ପାଦନା]- ୧. ବୃଥା —୧. To no purpose; in vain.
(ଯଥା—ପିଲାଟା ପାଠପଢ଼ା ଛାଡ଼ି ଦିନ ରାତି ତୋହୋମତ୍ ବୁଲୁଛି)
- ୨. ସର୍ବଦା; ଦିବାନିଶି — ୨. Day and night; incessantly.