ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ତୋୟ=ପାନରୂପ+କୃଚ୍ଛ୍ର= ବ୍ରତ)
[ସମ୍ପାଦନା]
ଜଳପାତ୍ର ପାନ କରି ଜୀବନଧାରଣ ରୂପ ପ୍ରାୟଶ୍ଚିତ୍ତ ବ୍ରତ —A penance consisting of living on a diet of water only.
[ଦ୍ରଷ୍ଟବ୍ୟ —ଏଥିରେ ଏକ ମାସ ପର୍ଯ୍ୟନ୍ତ କେବଳ ଜଳପାନ କରି ରହିବାକୁ ହୁଏ—ହିନ୍ଦୀ - ଶବ୍ଦସାଗର]