Jump to content

ତୌର୍ଯ୍ୟ

ଉଇକିଅଭିଧାନ‌ରୁ

ତୌର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତୁର୍ଯ୍ୟ+ସମ୍ୱନ୍ଧାର୍ଥେ. ଅ)

[ସମ୍ପାଦନା]
୧. ତାଳ ଅନୁସାରେ ବାଦିତ ଖଞ୍ଜଣି ବା ମୃଦଙ୍ଗର ସ୍ୱର; ମୃଦଙ୍ଗାଦିର ଧ୍ୱନି —୧. The sound of tabor set to measure; harmony.
୨. ଢୋଳ ଓ ଖଞ୍ଜଣି ଆଦି ଆନନ୍ଧ ବାଦ୍ୟ — ୨. Drums and tabors.