Jump to content

ତୌର୍ଯ୍ୟତ୍ରିକ

ଉଇକିଅଭିଧାନ‌ରୁ

ତୌର୍ଯ୍ୟତ୍ରିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତୌର୍ଯ୍ୟ+କ୍ରି+କ)

[ସମ୍ପାଦନା]
୧. ଗୀତ, ବାଦ୍ୟ ଓ ନୃତ୍ୟ ଏହି ତିନିଙ୍କର ଏକତ୍ର ମିଳନ; ଏକ ସଙ୍ଗେ ନାଟ, ଗାଉଣା ଓ ବାଜଣା — ୧. Song, music and dancing; dancing accompanied by vocal and instrumental music; symphonic dance; dance to the accompaniment of music and song.
୨. ଗାଉଣା ବାଜଣା — ୨. Music (vocal and instrumental).

[ଦ୍ରଷ୍ଟବ୍ୟ —ମନୁ ଏହାକୁ କାମନା ବ୍ୟସନରୂପେ ଗଣନା କରି ଅଛନ୍ତି ଓ ଏହା ତ୍ୟାଜ୍ୟ ବୋଲି କହି ଅଛନ୍ତି ହିନ୍ଦୀ - ଶବ୍ଦସାଗର]