Jump to content

ତୌଷାର

ଉଇକିଅଭିଧାନ‌ରୁ

ତୌଷାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତୁଷାର+ଭବ ଅର୍ଥରେ ଅ)

[ସମ୍ପାଦନା]
୧. କୁହୁ଼ଡ଼ି; ନିହାର —୧. Frost.
୨. ବରଫ —୨. Ice; snow.
୩. କାକର —୩. Dew.
୪. ବରଫ ତରଳିଥିବା ପାଣି (ହିନ୍ଦୀ - ଶବ୍ଦସାଗର) — ୪. Water collected by the thawing or melting of ice.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ତୁଷାର ସମ୍ୱନ୍ଧୀୟ — Relating to dew or ice.