Jump to content

ତ୍ରପୁ

ଉଇକିଅଭିଧାନ‌ରୁ

ତ୍ରପୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତ୍ରପ୍ ଧାତୁ+ସଂଜ୍ଞାର୍ଥେ, କର୍ତ୍ତୃ. ଉ)

[ସମ୍ପାଦନା]
୧. ସୀସା ଧାତୁ —୧. Lead (metal)
୨. ଦସ୍ତା —୨. Zinc.
୩. ବଙ୍ଗ; ରାଙ୍ଗା ବା ଟିନା —୩. Tin (metal)