Jump to content

ତ୍ରପୁଷ

ଉଇକିଅଭିଧାନ‌ରୁ

ତ୍ରପୁଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତ୍ରପ୍ ଧାତୁ+ସଂଜ୍ଞାର୍ଥେ. ଉଷ)

[ସମ୍ପାଦନା]
୧. ଟିଣ (ଧାତୁ) —୧. Tin (metal)
୨. କଣ୍ଟକି ଫଳ; କାକୁଡ଼ି —୨. Cucumber.
୩. ଶୀମିଳୀ ବୃକ୍ଷ —୩. The silk cotton tree; Bombax; malaborika.