ତ୍ରସରେଣୁ
ଦେଖଣା
ତ୍ରସରେଣୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତ୍ରସ=ଗମନଶୀଳ+ରେଣୁ=କଣା)
[ସମ୍ପାଦନା]- ୧. ସୂର୍ଯ୍ୟଙ୍କର ଜଣେ ପତ୍ନୀ — ୧. A wife of Sun-god.
- ୨. ୩ ଗୋଟି ପରମାଣୁର ସମଷ୍ଟି — ୨. ୩୦ molecules; a mote.
- ୩. ଅତି ସୁକ୍ଷ୍ମ କଣା —୩. Very slender particle.
- ୪. ଝରକା ଆଦି ଛିଦ୍ର ବାଟେ ପଡ଼ୁଥିବା ସୂର୍ଯ୍ୟକିରଣର ରେଖାରେ ଯେଉଁ ଧୁଳି ଉଡ଼ିବାର ଦେଖାଯାଏ — ୪. Mote in a sunbeam; minute particles of dust seen floating in a sunbeam passing through a fissure.
[ ଦ୍ର—ମନୁଙ୍କମତରେ ୧ ତ୍ରସରେଣୁ=୩ ପରମାଣୁ; ବୈଦ୍ୟକ ମତରେ ୧ ପରମାଣୁ=୩ ପରମାଣୁ— ହିନ୍ଦୀ - ଶବ୍ଦସାଗର]