Jump to content

ତ୍ରସୁର

ଉଇକିଅଭିଧାନ‌ରୁ

ତ୍ରସୁର

ଉଚ୍ଚାରଣ

[ସମ୍ପାଦନା]
(ତ୍ରସୁରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - .ପୁଂ (ତ୍ରସ୍ ଧାତୁ+କର୍ତ୍ତୃ. ଉର)

[ସମ୍ପାଦନା]
୧. ପେଚା; ପେଚକ —୧. An owl.
୨. ବିଲୁଆ; ଶୃଗାଳ —୨. Jackal.
୩. ଭାଲୁ; ଭଲ୍ଲୁକ —୩. A bear.

ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଭୀରୁ; ଡରୁଆ —Timid.