Jump to content

ତ୍ରସ୍ତ

ଉଇକିଅଭିଧାନ‌ରୁ

ତ୍ରସ୍ତ

ଉଚ୍ଚାରଣ

[ସମ୍ପାଦନା]
(ତ୍ରସ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ତ୍ରସ୍ ଧାତୁ+ଶୀଳାଦ୍ୟର୍ଥେ. କର୍ତ୍ତୃ .ତ)

[ସମ୍ପାଦନା]
୧. ଭୀତ —୧. Terrified; afraid; frightened.
୨. ଶଶବ୍ୟସ୍ତ; ତ୍ରାସଯୁକ୍ତ; ଚକିତ — ୨. Affrighted; alarmed.
୩. ତରଛ; ଭୟକମ୍ପିତ; ଛାନିଆଁ — ୩. Trembling with fear.
୪. ପୀଡ଼ିତ (ହିନ୍ଦୀ - ଶବ୍ଦସାଗର) —୪. Sickened.