Jump to content

ତ୍ରସ୍ତେ ବ୍ୟସ୍ତେ

ଉଇକିଅଭିଧାନ‌ରୁ

ତ୍ରସ୍ତେ ବ୍ୟସ୍ତେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ଅତ୍ୟନ୍ତ ଭୀତ ହୋଇ; ଅତରଛ ହୋଇ —Being very much affrighted.

ତ୍ରସ୍ତେ ବ୍ୟସ୍ତେ ଦୁଃସାସନ ଅନ୍ୟ ଅସ୍ତ୍ର ମାର ରାଧାନାଥ. ବେଣୀ ସଂହାର