Jump to content

ତ୍ରାଟକ

ଉଇକିଅଭିଧାନ‌ରୁ

ତ୍ରାଟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଯୋଗର ଷଟ୍ କର୍ମରୁ ଷଷ୍ଠ କର୍ମ ବା ସାଧନା — The joga exercise of concentrating the vision on a fixed point.

[ ଦ୍ର—ଏଥିରେ ଅନିମେଷ ନୟନରେ ବହୁକ୍ଷଣ ପର୍ଯ୍ୟନ୍ତ ଗୋଟଏ ନିର୍ଦ୍ଦିଷ୍ଟ ବିନ୍ଦୁ ଉପରେ ଦୃଷ୍ଟି ରଖିବାକୁ ଅଭ୍ୟାସ କରା ଯାଏ ]