Jump to content

ତ୍ରାଣ

ଉଇକିଅଭିଧାନ‌ରୁ

ତ୍ରାଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ତ୍ରୈ ଧାତୁ+ଭାବ ଅନ)

[ସମ୍ପାଦନା]
୧. ରକ୍ଷା — ୧. Preservation; protection.
୨. ମୁକ୍ରି; ମୋକ୍ଷ —୨. Salvation; redemption.
୩. ବିପଦରୁ ଉଦ୍ଧାର —୩. Deliverance from danger.
୪. ତ୍ରାୟମାଣ (ଦେଖ) - —Trā yamāṇā (See)

ବିଣ—(+କର୍ତ୍ତୃ. ଅନ)

[ସମ୍ପାଦନା]
୧. ରକ୍ଷାକର୍ତା; ରକ୍ଷକ; ତ୍ରାତା — ୧. Rescuing; delivering; saving.
୨. (+କର୍ମ. ତ) ରକ୍ଷିତ — ୨. Saved; protected; rescued.