ତ୍ରାଣ କର୍ତ୍ତା
(ତ୍ରାଣ କର୍ତ୍ତୀ—ସ୍ତ୍ରୀ)
ଉଦ୍ଧାରକର୍ତ୍ତା; ରକ୍ଷକ — Savior; deliverour; protector.
ତ୍ରାତା —Redeeming.