Jump to content

ତ୍ରାତା

ଉଇକିଅଭିଧାନ‌ରୁ

ତ୍ରାତା

ଉଚ୍ଚାରଣ

[ସମ୍ପାଦନା]
(ତ୍ରାତ୍ରୀ—ସ୍ତ୍ରୀ) 

(ତ୍ରାତ୍ରାର—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ. (ତ୍ରୈ ଧାତୁ+କର୍ତ୍ତୃ. ତୃନ୍; ତ୍ରାତୁ; ଶବ୍ଦ ୧ମା ୧ବ)

[ସମ୍ପାଦନା]
୧. ରକ୍ଷାକର୍ତ୍ତା —୧. Saving.
୨. ଉଦ୍ଧାର କର୍ତ୍ତା —୨. Delivering.