Jump to content

ତ୍ରାସ

ଉଇକିଅଭିଧାନ‌ରୁ

ତ୍ରାସ

ଉଚ୍ଚାରଣ

[ସମ୍ପାଦନା]

(ତ୍ରସ୍ତ—ବିଣ)

  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତ୍ରସ୍ ଧାତୁ+ଭାବ. ଅ)

[ସମ୍ପାଦନା]
୧. ଭୀତି; ଭୟ; ଶଙ୍କା — ୧. Fear; fright.
୨. ଅତ୍ୟନ୍ତ ଭୟ; ତରଛ — ୨. Alarm; terror; dread.
୩. ମଣିର କଳଙ୍କ ବା ଦୋଷ —୩. Flaw in a gem.
୪. ବିଭକ୍ତି —୪. Vexation.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ତାପ; ଖରା ବା ନିଆଁର ଝାଞ୍ଜି — ୧. Heat of fire or sun's rays.

ସ୍ୱକୀୟ ଜଳେ କରି ବାସ ଯେହ୍ନେ କାଷ୍ଠରେ ଅଗ୍ନି ତ୍ରାସ ଜଗନ୍ନାଥ. ଭାଗବତ

୨. ନିକିତି —୨. Scales; balance.
୩. (ଖରାର ତ୍ରାସରୁ ରକ୍ଷା କରିବାରୁ) ଆଡ଼େଣି; ରାଜା ବା ଦେବତାଙ୍କ ପାଖରେ ଧରାଯିବା ଆଡ଼ଛତି — ୩. A fan-shaped umbrella for protecting a king or idol, while in procession, from the side-rays of the sun.

ଉଡ଼ଇ ପତାକା ଝଟକର ତ୍ରାସ ରାଧାନାଥ. ଦରବାର

୪. ଆଭାର ମଣ୍ଡଳ —୪. A halo of light.

କଣ୍ଠେ କୌସ୍ତୂର ମଣିତ୍ରାସେ ବ୍ରହ୍ମାଣ୍ଡ ପ୍ରତିବିମ୍ୱ କି ସେ ଭୂପତି. ପ୍ରେମପଞ୍ଚାମୃତ