Jump to content

ତ୍ରାସକ

ଉଇକିଅଭିଧାନ‌ରୁ

ତ୍ରାସକ

ଉଚ୍ଚାରଣ

[ସମ୍ପାଦନା]
(ତ୍ରାସିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ତ୍ରସ୍ ଣିଚ୍. ତ୍ରାସି ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଭୀତିକାରକ —୧. Frightening.
୨. ନିବାରକ —୨. Preventing.