Jump to content

ତ୍ରାସିତ

ଉଇକିଅଭିଧାନ‌ରୁ

ତ୍ରାସିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତ୍ରସ୍ ଧାତୁ. ଣିଚ୍ ତ୍ରାସି ଧାତୁ+କର୍ମ. ତ)

[ସମ୍ପାଦନା]

ଯାହାକୁ ଭୟ ଦେଖାଯାଇଅଛି; ବିଭୀଷିତ — Terrified; affrighted; alarmed.