ତ୍ରାସିବା
ଦେଖଣା
ତ୍ରାସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - (ପଦ୍ୟ)କ୍ରିୟାପଦ -
[ସମ୍ପାଦନା]- ୧. (ସଂସ୍କୃତ - ତ୍ରସ୍ ଧାତୁ) ଭୟ କରିବା; ଡରିବା — ୧. To fear.
ତ୍ରାସିଲେ ଦାନବତ୍ରାସ ବାସବ ଆପଣେ ରାଧାନାଥ. ବେଣୀସଂହାର
- ୨. (ସଂସ୍କୃତ - ତ୍ରାସି ଧାତୁ) ଭୟ ଦେଖାଇବା; ଡରିବା — ୨. To threaten.
ଚରଣ ଶରଣ ଲୋକକୁ ତ୍ରାସିବା କଥା ତ ଉରତି ନୋହି ଭଞ୍ଜ, ପ୍ରେମସୁଧାନିଧି