ତ୍ରାସ ବିକାଶ
ମନରେ ଭୟର ଉଦ୍ରେକ ବା ସଞ୍ଚାର — The feeling or reigning of fear in mind.
ଟିକିଏ ହେଲେ ସେ ହୃଦୟ ସରୋଜେ ନୋହିଲା ତ୍ରାସ ବିକାଶ କବିସୂର୍ଯ୍ୟ. କିଶୋରୀଚମ୍ପୂ ଟ. ଗୀତ