ତ୍ରାହି
ଦେଖଣା
ତ୍ରାହି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ. (ସଂସ୍କୃତ - କ୍ରୈ ଧାତୁ= ରକ୍ଷା କରିବା; ସଂସ୍କୃତ - ଅନୁଜ୍ଞାରେ ରୂପ; ଏହାର ଅର୍ଥ ଉଦ୍ଧାର କର; ତ୍ରାଣ କର)
[ସମ୍ପାଦନା]ରକ୍ଷା କର — (interjection) Oh ! save me; deliver me.
ବିହଙ୍ଗମେ ବିହଗମେ ତ୍ରାହି ସୀତା ମାଗେ ଭଞ୍ଜ. ବୈଦେହୀଶବିଳାସ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରକ୍ଷଣ; ଉଦ୍ଧାର —Deliverance; protection.