Jump to content

ତ୍ରାହି ତ୍ରାହି ଡାକ

ଉଇକିଅଭିଧାନ‌ରୁ

ତ୍ରାହି ତ୍ରାହି ଡାକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ତାହିରବ, ତ୍ରାହି ତ୍ରାହି ରବ, ତ୍ରାହି ତ୍ରାହି ରାବଅନ୍ୟରୁପ

ଦେଶଜ - ବିଶେଷ୍ୟ -(ସଂସ୍କୃତ - ତ୍ରୈ ଧାତୁ)

[ସମ୍ପାଦନା]

ବିପଦରୁ ଉଦ୍ଧାର ପାଇବା ଉଦ୍ଦଶ୍ୟରେ ବିପନ୍ନ ବ୍ୟକ୍ତିର ଡାକ ବା ଆର୍ତ୍ତନାଦ —Cry for mercy; supplication for deliverance.