Jump to content

ତ୍ରାହି ତ୍ରାହି ଡାକିବା

ଉଇକିଅଭିଧାନ‌ରୁ

ତ୍ରାହି ତ୍ରାହି ଡାକିବା

ଉଚ୍ଚାରଣ

[ସମ୍ପାଦନା]

ତ୍ରାହି ତ୍ରାହି କରିବା, ତ୍ରାହି ତ୍ରାହି ଡାକ ଛାଡ଼ିବା, ତ୍ରାହି ତ୍ରାହି ଡକା ପକାଇବା ,ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]

ମୋତେ ଉଦ୍ଧାର କର ବୋଲି ଆର୍ତ୍ତସ୍ୱର କରିବା —To supplicate for mercy or deliverance from a danger.