Jump to content

ତ୍ରାୟମାଣ

ଉଇକିଅଭିଧାନ‌ରୁ

ତ୍ରାୟମାଣ

ଉଚ୍ଚାରଣ

[ସମ୍ପାଦନା]
(ତ୍ରାୟମାଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ତ୍ରୈ. ଧାତୁ+କର୍ମ. ଅନ)

[ସମ୍ପାଦନା]
୧. ଯେ ଉଦ୍ଧାର ପାଇଅଛି; ଯାହାକୁ ତ୍ରାଣ କରାଯାଇଅଛି —୧. saved; protected; delivered.
୨. (+କର୍ତ୍ତୃ. ଆନ) ତ୍ରାଣକାରୀ —୨. Delivering.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ତ୍ରାୟମାଣା (ଦେଖ) - —Trāyamāṇā (See)