Jump to content

ତ୍ରାୟମାଣା

ଉଇକିଅଭିଧାନ‌ରୁ

ତ୍ରାୟମାଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

ପାର୍ବତ୍ୟ ଔଷଧ ଲତାବିଶେଷ; ଭଦଭଦଳିଆ ଲତା —A herbarious creeper; Thalictrum Faliolosum.

[ ଦ୍ର—ଏହା କଷାୟ ତିକ୍ତରସ ଏହାର ସମୂଳ ପତ୍ରର କ୍ୱାଥ ବା ଚୂର୍ଣ୍ଣ କଫ, ପିତ୍ତ, କୃମି, ରକ୍ତଗୁଳ୍ମ, ଜ୍ୱର, ଅର୍ଶଃ, ପ୍ଳୀହା, ହୃଦ୍ଦ୍ରୋଗ, କାମଳ, ଶୋଥ, ଭ୍ରମ, ଶୂଳ ଓ ବିଷ ପ୍ରଶମକ]