ତ୍ରିଂଶ
ଦେଖଣା
ତ୍ରିଂଶ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ -(ତ୍ରିଂଶତ୍+ପୂରଣାର୍ଥେ ଅ)
[ସମ୍ପାଦନା]- ୧. ତିରିଶି ସଂଖ୍ୟାର ପୂରକ —୧. Thirtieth.
- ୨. ତିରିଶ ସଂଖ୍ୟା ସଙ୍ଗେ ଯୁକ୍ତ — ୨. Joined with thirty (Apte).
- ୩. ତିରିଶ ସଂଖ୍ୟକ —୩. Consisting of thirty (Apte).
- ୪. (ଜ୍ୟୋତିଷ) ରାଶିର ୧/୩: ଅଂଶ — ୪. (astronomy) ୧/୩୦ of sign of the zodiac; a degree (Apte).