ତ୍ରିଅମ୍ୱିକ
ଦେଖଣା
ତ୍ରିଅମ୍ୱିକ
ଉଚ୍ଚାରଣ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ତ୍ର୍ୟମ୍ୱକ; ତ୍ରିୟମ୍ୱକ)
[ସମ୍ପାଦନା]ମହାଦେବ — Siba.
[ଦ୍ରଷ୍ଟବ୍ୟ —ଲୋକେ ଅନ୍ୟ ବ୍ୟକ୍ତି ପ୍ରତି ବିରକ୍ତି ହୋଇ ଏ ଶବ୍ଦକୁ ବ୍ୟବହାର କରି ଥାଆନ୍ତି ଯଥା—ଗୋଲବସରିଆ ପୁଅ ଆଜକୁ ୧ ବରଷ ହେଲା ପଢ଼ି ପଢ଼ି କ୍ରିଅମ୍ୱକଟା କଲାଣି ! ଏହିପରି ମଧ୍ୟ ଲେମ୍ୱୁ, ଲୁଣ, ଲେଫଡ଼ା ଆଦି ଶବ୍ଦର ବ୍ୟବହାର ହୁଏ]