ତ୍ରିକଚ୍ଛ
ଦେଖଣା
ତ୍ରିକଚ୍ଛ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ -
[ସମ୍ପାଦନା]ତିନି କାନି ଖୋସି ଲୁଗା ପିନ୍ଧିଥିବା —Wearing cloth tucked up at the three corners.
[ ଦ୍ର—ଆମ୍ଭେମାନେ ସାଧାରଣତଃ ତିନି କାନି ଖୋସି ଲୁଗା ପିନ୍ଧୂଁ ଅର୍ଥାତ୍ ପିନ୍ଧିବା ଲୁଗାର କଚ୍ଛା ପାଖରେ ଦୁଇ କାନି ଅଣ୍ଟା ପଛଆଡ଼େ ଖୋସିଥାଉଁ ଓ ଫେର ପାଖରେ ଉପର କାନି କୁଞ୍ଚ ସଙ୍ଗେ ଲାହି ପାଖରେ ଖୋସୁଁ ଓ ତଳ କାନି ତଳକୁ ଲମ୍ୱିଥାଏ ଲୁଗା ବେଶି ଚଉଡ଼ ହେଲେ କୁଞ୍ଚପାଖରେ ତଳ କାନିକୁ ମଧ୍ୟ ଦୋଓଡ଼ା କରି ନାହି ପାଖରେ ଖୋସୁଁ, ଅର୍ଥାତ୍ ଚାରି କାନି ଖୋସୁଁ]