ତ୍ରିକଣ୍ଟ
ଦେଖଣା
ତ୍ରିକଣ୍ଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତ୍ରିକଣ୍ଟ
|
ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହ; ତ୍ରି=ତିନି ସଂଖ୍ୟକ+କଣ୍ଟ=କଣ୍ଟା ଯାହାର)
[ସମ୍ପାଦନା]- ୧. ଗୋକ୍ଷୁରା — ୧. A kind of horned berry used as medicine; Tribulus Terrestis.
- ୨. ତିକଣ୍ଟା ସିଝୁ; କଣ୍ଟା ସିଝୂ — ୨. Euphorbia Tirucalli.
[ ଦ୍ର—ଏହାର ପତ୍ର ମୂଳରେ ଗଛର ଦେହରେ ଏକସ୍ଥାନରେ ତିନୋଟି ଲେଖାଏଁ କଣ୍ଟା ଉଠି ଥାଏ]
- ୩. ଶିଙ୍ଗୀ ସବା କଣ୍ଟିଆ ମାଛ —୩. Maecronis Vittartus; Silures Aacila (a small fresh water fish having three stinging horns).
[ ଦ୍ର—ଏମାନଙ୍କର ଗାଲିସି ତଳେ ୨ଟି ଓ ବେକ ଉପରେ ଗୋଟିଏ, ଏପରି ୩ଟି କଣ୍ଟାଥାଏ]
- ୪. ତ୍ରଶୂଳ —୪. Trident.
- ୫. ଜବାଶା (ଦେଖ) - —୫. Jabāṡā (See)