ତ୍ରିକର୍ମା
ଦେଖଣା
ତ୍ରିକର୍ମା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଯଜନ, ଅଧ୍ୟୟନ ଓ ଦାନନିରତ (ବ୍ରାହ୍ମଣ) — ୧. (a Brahman) Practising vedic sacrifice, Shedies and gift.
- ୨. ଯାଜନ, ଅଧ୍ୟାପନ ଓ ପ୍ରତିଗ୍ରହନିରତ (ବ୍ରାହ୍ମଣ) — ୨. (a Brāhman) Practising priest-hood, teaching and accepting gifts.
- ୩. ତ୍ରିକର୍ମର ଅନୁଷ୍ଠାନକାରୀ — ୩. Performing the threefold duties.
[ ଦ୍ର—ବ୍ରାହ୍ମଣର ଅନୁଷ୍ଠେୟ ଷଟ୍କର୍ମ ମଧ୍ୟରୁ ସେ ଜୀବିକା— ନିର୍ବାହ ପାଇଁ ଯାଜନ, ଅଧ୍ୟାପନ ଓ ପ୍ରତିଗ୍ରହ କରିବେ ଏବଂ ଧର୍ମଲାଭ ଉଦ୍ଦେଶ୍ୟରେ ଯଜନ, ଅଧ୍ୟୟନ ଓ ଦାନ କରିବେ]