ତ୍ରିକା
ଦେଖଣା
ତ୍ରିକା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତ୍ରିକା
|
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ତ୍ରିକା+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ତିକାଠିଆ; କାନ୍ଥରେ ମରାଯିବା ତିନିଖଣ୍ଡି କାଠଯୁକ୍ତ ସ୍ଥାନ —୧. A triangular bracket consisting of three pegs driven minto the wall.
- ୨. କୁଅର ଫନ୍ଦ ଉପରେ ପକାଯିବା ତିନିକୋଣିଆ କାଠ; କୂପନେମି —୨. A triangular frame of wood put at the mouth of a well.