ତ୍ରିକାଳଜ୍ଞ
ଦେଖଣା
ତ୍ରିକାଳଜ୍ଞ
ଉଚ୍ଚାରଣ
[ସମ୍ପାଦନା](ତ୍ରିକାଳଜ୍ଞା—ସ୍ତ୍ରୀ)
(ତ୍ରିକାଳଜ୍ଞତା—ବି)
(ତ୍ରିକାଳଜ୍ଞତା—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ତ୍ରିକାଳ+ଜ୍ଞା ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]ଯେ ତିନିକାଳର ଘଟଣା ଜାଣିପାରେ — One who Knows the events of the past, the present and the future; omniscient.
ବିଶେଷ୍ୟ -
[ସମ୍ପାଦନା]- ୧. ବୁଦ୍ଧଦେବ — ୧. The Buddha.
- ୨. ଶିବ; ମହାଦେବ —୨. God Ṡ iba.
- ୩. ଭୂତ; ବର୍ତ୍ତମାନ ଓ ଭବିଷ୍ୟତ ଘଟଣା ଜାଣିବା ବ୍ୟକ୍ତି — ୩. A seer; prophet.