Jump to content

ତ୍ରିକୁଳ

ଉଇକିଅଭିଧାନ‌ରୁ

ତ୍ରିକୁଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱିଗୁ; ତ୍ରି+କୁଳ)

[ସମ୍ପାଦନା]

ତିନି କୁଳ; ମନୁଷ୍ୟର ସମ୍ପର୍କୀୟ ତିନି ବଂଶ; ପିତୃ କୁଳ, ମାତୃ କୂଳ ଓ ଶ୍ୱଶୁର କୁଳ — The three families with which a person is connected, viz, that of one's father, of one's mother and of one's father-in-law.