Jump to content

ତ୍ରିକୋଣ

ଉଇକିଅଭିଧାନ‌ରୁ

ତ୍ରିକୋଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତ୍ରି+କୋଣ)

[ସମ୍ପାଦନା]
୧. (ଦ୍ୱିଗୁ)—ତିନି କଣ; ତିନି କୋଣ —୧. Three corners; three angles.
୨. (ବହୁବ୍ରୀହି) ସ୍ତ୍ରୀଚିହ୍ନ; ଯୋନି — ୨. The vulva; vagina.
୩. (ଫଳତେ ଜ୍ୟୋତିଷ) ଲଗ୍ନର ପଞ୍ଚମ ଓ ନବମ ସ୍ଥାନ — ୩. (astrology) The ୫th and ୯th places or positions counted from the 'lagna' in a person's horosope.
୪. (ଗଣିତ) ତ୍ରିଭୂଜ —୪. A triangle.
୫. ତ୍ରିଭୂଜାକୃତି ସ୍ଥାନ ବା ବସ୍ତୁ — ୫. A triangular place or thing.
୬. ଆସାମ ଦେଶସ୍ଥ କାମରୂପର ତୀର୍ଥବିଶେଷ — ୬. Name of a place of pilgrimage in Kamarupa in Assam.

ବିଶେଷଣ -

[ସମ୍ପାଦନା]

ତିନିକଣିଆ; ତ୍ରିକୋଣବିଶିଷ୍ଟ; ତ୍ରିଭୂଜାକୃତି — Triangular; trigonal.