ତ୍ରିକୋଣାକାର
ଦେଖଣା
Tri koṇākāra (ତ୍ରିକୋଣାକୃତି—ଅନ୍ଯରୂପ) ସଂ. ବି (କର୍ମଧା; ତ୍ରିକୋଣ+ଆକାର)— ତିନି କୋଣିଆଁ ଆକୃତି; ତ୍ରିଭୂଜ ପରି ଆକାର— Triangular shape. ବିଣ (ବହୁବ୍ରୀହି)— ତିନିକୋଣିଆଁ; ତ୍ରିଭୂଜ ପରି ଆକାରୟୁକ୍ତ— Three-cornered; triangular; triangle-shaped.
http://dsalsrv02.uchicago.edu/cgi-bin/philologic/getobject.pl?p.24:274.praharajତ୍ରିକୋଣାକାର
ଉଚ୍ଚାରଣ
[ସମ୍ପାଦନା](ତ୍ରିକୋଣାକୃତି—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (କର୍ମଧା; ତ୍ରିକୋଣ+ଆକାର)
[ସମ୍ପାଦନା]ତିନି କୋଣିଆଁ ଆକୃତି; ତ୍ରିଭୂଜ ପରି ଆକାର — Triangular shape.
ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]ତିନିକୋଣିଆଁ; ତ୍ରିଭୂଜ ପରି ଆକାରଯୁକ୍ତ — Three-cornered; triangular; triangle-shaped.