ତ୍ରିଗଙ୍ଗ
ଦେଖଣା
ତ୍ରିଗଙ୍ଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ତ୍ରି+ଗଙ୍ଗା; ୩ ଗୋଟି ଗଙ୍ଗାର ମିଳନ ସ୍ଥାନ)
[ସମ୍ପାଦନା]- ୧. ମହାଭାରତୋକ୍ତ ତୀର୍ଥବିଶେଷ — ୧. Name of a place of pilgrimage mentioned in the Mahābhārata.
- ୨. ୩ ଗୋଟି ନଦୀର ସଙ୍ଗମସ୍ଥଳ — ୨. A place where three rivers meet.
- ୩. ପ୍ରୟାଗ; ତ୍ରିବେଣୀ (ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀ— ମାନଙ୍କ ମିଳନ ସ୍ଥାନ) —୩. A name of Allahabad.