Jump to content

ତ୍ରିଗଣ

ଉଇକିଅଭିଧାନ‌ରୁ

ତ୍ରିଗଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ;ତ୍ରି+ଗଣ)

[ସମ୍ପାଦନା]

ଧର୍ମ, ଅର୍ଥ ଓ କାମ ଏହି ତ୍ରିବର୍ଗ —The three main worldly pursuits (viz, duty, riches, and love or virtue, wealth and desire).