ତ୍ରିଗୁଣନେତ୍ର
(ତ୍ରିଗୁଣନେତ୍ରୀ—ସ୍ତ୍ରୀ)
ଯାହାର ଚକ୍ଷରେ ଶୁକ୍ଳ, କୃଷ୍ଣ ଓ ରକ୍ତ ଏହି ୩ ବର୍ଣ୍ଣର ଆଭାସ ଥାଏ —With tricoloured eyes.
ତ୍ରିଗୁଣନେତ୍ରୀର ନେତ୍ର କାମଜୟ ପାତ୍ରୀ—ବିଶ୍ୱନାଥ, ବିଚିତ୍ର ରାମାୟଣ