ତ୍ରିଗୁଣାତ୍ମକ
ଦେଖଣା
ତ୍ରିଗୁଣାତ୍ମକ
ଉଚ୍ଚାରଣ
[ସମ୍ପାଦନା](ତ୍ରିଗୁଣାତ୍ମିକା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. ଓ କ୍ଳୀ (ବହୁବ୍ରୀହି; ତ୍ରି ଗୁଣ+ ଆତ୍ମା+ କ)
[ସମ୍ପାଦନା]- ୧. (ସାଂଖ୍ୟମତ) ତ୍ରିଗୁଣଯୁକ୍ତ; ତ୍ରିଗୁଣବିଶିଷ୍ଟ; ସତ୍ୱ, ରଜଃ ଓ ତମଃ ଏହି ତିନିଗୁଣବିଶିଷ୍ଟ —୧. Consisting of or having the three primeval attributes, viz, Satwa, Rajaḥ and Tamaḥ.
- ୨. ତିନିଗୁଣା —୨. Thrice; triple.
- ୩. ତିନି ଭାଙ୍ଗୁଣିଆ — ୩. Three-stringed; three-stranded.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା](ବେଦନ୍ତ ଦର୍ଶନ) ଅଜ୍ଞାନ — (Bedanta philosophy) Ignorance.