Jump to content

ତ୍ରିଜଗତ୍

ଉଇକିଅଭିଧାନ‌ରୁ

ତ୍ରିଜଗତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ତ୍ରି+ ଜଗତ୍)

[ସମ୍ପାଦନା]

ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ଏହି ତିନିଲୋକ; ବିଶ୍ୱବ୍ରହ୍ମାଣ୍ଡ; ତିନିଭୁବନ — The universe; the created world consisting of the heaven, the earth and the nether world according to the Hindus.