ତ୍ରିଜଟ
ଦେଖଣା
ତ୍ରିଜଟ
ଉଚ୍ଚାରଣ
[ସମ୍ପାଦନା](ତ୍ରିଜଟା—ସ୍ତ୍ରୀ)
(ତ୍ରିଜଟୀ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ତ୍ରି+ଜଟ)
[ସମ୍ପାଦନା]ଯାହାମୁଣ୍ଡରେ ତିନିଟି ଜଟ ଥାଏ —Having three plaits or braids of hair.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମହାଦେବ — ୧. God Ṡiba.
- ୨. ଜଣେ ବ୍ରାହ୍ମଣର ନାମ —୨. Name of a Brāhmaṇa.
[ଦ୍ରଷ୍ଟବ୍ୟ —ରାମଚନ୍ଦ୍ର ବନଯାତ୍ରା ସମୟରେ ଏହାକୁ ଅନେକ ଗ୍ରାମ ଦାନ କରିଥିଲେ—ହିନ୍ଦୀ - ଶବ୍ଦସାଗର