ତ୍ରିଜଟା
ଦେଖଣା
ତ୍ରିଜଟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ. (ବହୁବ୍ରୀହି; ତ୍ରି+ଜଟା)
[ସମ୍ପାଦନା]- ୧. ମହାଦେବ — ୧. God Ṡiba.
- ୨. (ଏହାର ପତ୍ର ତ୍ରିଶାଖା ଥିବାରୁ) ବେଲଗଛ — ୨. The Bel tree.
ସ୍ତ୍ରୀ
[ସମ୍ପାଦନା]ରାବଣର କିଙ୍କରୀ ରାକ୍ଷସୀବିଶେଷ; ବିଭୀଷଣର କନ୍ୟା (ଏ ବନ୍ଦିନୀ ସୀତାଙ୍କର ପକ୍ଷପାତିନୀ ଥିଲା) —Name of a demoness, deputed by Rābaṇa to keep watch over Sīta, but who was always kind to her ward; the daughter of Bibhīshana.
ବିଦେହ ଭୂପନା ଭେଟି ତ୍ରିଜଟା ତିଆରି ଯେ ଭଞ୍ଜ ବୈଦେହୀଶବିଳାସ