ତ୍ରିତାପ
ଦେଖଣା
ତ୍ରିତାପ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ତ୍ରି+ତାପ)
[ସମ୍ପାଦନା]ସଂସାରରେ ମନୁଷ୍ୟ ଭୋଗ କରିବା ତ୍ରିବିଧ ଦୁଃଖ; ଆଧ୍ୟାତ୍ମିକ, ଆଧିଭୌତିକ, ଆଧିଦୈବିକ ଦୁଃଖ —The three classes of worldly troubles to which man is liable, viz, spiritual or mental, bodily and those inflicted by Divine a agency.